ବଜାର ଇଣ୍ଡିଆର ପୂଜା ଅଫର

Advertisment
ବଜାର ଇଣ୍ଡିଆର ପୂଜା ଅଫର

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ବଜାର ଇଣ୍ଡିଆ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି। ଗ୍ରାହକମାନଙ୍କ ରାଜ୍ୟରେ ଥିବା ୮ଟି ବଜାର ଇଣ୍ଡିଆ ଷ୍ଟୋର୍‌ରେ ରିହାତି ପ୍ରଦାନ କରାଯାଉଛି। ବଜାର ଇଣ୍ଡିଆର ଷ୍ଟୋର୍‌ ଭୁବନେଶ୍ୱର, କଟକରେ ଦୁଇଟି, ଢ଼େଙ୍କାନାଳ, ନୟାଗଡ଼, ବାରିପଦା, ସମ୍ବଲପୁର ଏବଂ ବଲାଙ୍ଗୀରରେ ରହିଛି। ପ୍ରତିଟି ଷ୍ଟୋର୍‌ରେ ପୁରୁଷ, ମହିଳା, ପୁଅ ଏବଂ ଝିଅ ପୋଷାକ ଏବଂ ଲାଇଫ୍‌ ଷ୍ଟାଇଲ୍‌ ସାମଗ୍ରୀ ଖରିଦ ଉପରେ ନିଶ୍ଚିତ ଉପହାର ସହିତ ଆହୁରି ଅନେକ କିଛି ପ୍ରଦାନ କରାଯାଉଛି। ଗ୍ରାହକମାନେ ୪୯୯ ଟଙ୍କାର କିଣାକିଣି କରି ଲକି ଡ୍ର’ରେ ଭାଗ ନେଇ ୧୦,୨୫ ଏବଂ ୫୦ ଗ୍ରାମର ସୁନା କଏନ୍‌ ଜିତିପାରିବେ। ୪୯୯୯ ଟଙ୍କାର ଖରିଦ ଉପରେ ୨୪୯୫ ଟଙ୍କାର ଡବଲ୍‌ ବେଡ୍‌ ବ୍ଲାଙ୍କେଟ୍‌, ୭୪୯୯ ଟଙ୍କାର ଖରିଦ ଉପରେ ୪୪୯୫ ଟଙ୍କାର ଟ୍ରଲି ବ୍ୟାଗ୍‌ ଏବଂ ୯୯୯୯ ଟଙ୍କାର ଖରିଦ ଉପରେ ୭୪୯୫ ଟଙ୍କାର ଟ୍ରଲି ସେଟ୍‌ ପାଇପାରିବେ। ଗ୍ରାହକମାନେ ଏହି ଅବସରରେ ଅନେକ ଷ୍ଟାଇଲିସ୍‌ ପୋଷାକ ବଜାର୍‌ ଇଣ୍ଡିଆରୁ ଖରିଦ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe