ବଜାରରେ ଜିପ୍ପୋର ଗୋଲଡେନ୍‌ ସ୍କ୍ରୋଲ ଲାଇଟର

Advertisment
ବଜାରରେ ଜିପ୍ପୋର ଗୋଲଡେନ୍‌ ସ୍କ୍ରୋଲ ଲାଇଟର

ଜିପ୍ପୋ କମ୍ପାନୀ ପକ୍ଷରୁ ଗୋଲଡେନ୍‌ ସ୍କ୍ରୋଲ୍‌ ଲାଇଟରର ବଜାର ପ୍ରବେଶ କରାଯାଇଛି। ଏହା ନୂତନ ଆକର୍ଷଣୀୟ ଡିଜାଇନିଂ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ। ଏଥିରେ ୩୬୦ ଡିଗ୍ରୀ ଫ୍ଲୋରାଲ ବ୍ରାଣ୍ଡିଂ ରହିଛି। ଯାହାକି ଏହାକୁ ବିଳାସପୂର୍ଣ୍ଣ କରି ଗଢ଼ିତୋଳିଛି। ଏହାର ଲିମିଟେଡ୍‌ ଏଡିସନ୍‌ରେ ୧୨,୦୦୦ଟି ଲାଇଟର ପ୍ରସ୍ତୁତ କରାଯାଇଛି।

ଇତିମଧ୍ୟରେ ଜିପ୍ପୋ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଡିଜାଇନିଂ ଲାଇଟର ପ୍ରସ୍ତୁତ କରାଯାଇ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରାଯାଇପାରିଛି। ଜିପ୍ପୋ ବ୍ରାଣ୍ଡ ୧୯୩୨ ମସିହାରେ କାରବାର ଆରମ୍ଭ କରିଥିଲା। ବର୍ତମାନ ସୁଦ୍ଧା କମ୍ପାନୀ ୩ ଲକ୍ଷରୁ ଅଧିକ ଡିଜାଇନିଂର ୫୫୦ ନିୟୁତରୁ ଅଧିକ ୱିଣ୍ଡ୍‌ ପ୍ରୁଫ୍‌ ଲାଇଟର୍‌ ନିର୍ମିତ କରିଛି। ସମ୍ପ୍ରତି ଜିପ୍ପୋ ବିଶ୍ୱବ୍ୟାପି ୧୮୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି। ଜିପ୍ପୋ ସଫଳତାର ସହିତ ଆଉଟ୍‌ ଡୋର ଇକ୍ୟୁପେମେଣ୍ଟସ୍‌, ଲେଦର ଆସେସୋରିଜ୍‌, ଆଇ ୱେର, ଆପେରାଲ ଏବଂ ଫ୍ରାଗ୍ରାନ୍ସ୍‌ ଆଦି ଉତ୍ପାଦ ପ୍ରସ୍ତୁତି ଜାରି ରଖିଛି। ଗତ ୮୬ ଧରି ଜିପ୍ପୋ ବ୍ରାଣ୍ଡ୍‌ ଏହାର କାରବାର ଜାରି ରଖିଥିବାବେଳେ ଏହାର ଉତ୍ପାଦ ଗୁଡିକୁ ବ୍ୟବହାର କରିବା ସହଜ ଜନକ। ଏହାର ଗୁଣବର୍ତା ତଥା ବିଶ୍ୱାସନୀୟତା ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି। ଫଳରେ ଏହା ବିଶ୍ୱର ସାଂସ୍କୃତିକ ବ୍ରାଣ୍ଡ୍‌ ଭାବରେ ନିଜର ଉପସ୍ଥିତି ସୁଦୃଢ଼ କରିପାରିଛି। ସମ୍ପ୍ରତି କେବଳ ୟୁୁନାଇଟେଡ୍‌ ଷ୍ଟେଟସ୍‌ରେ ଜିପ୍ପୋ ୱିଣ୍ଡ୍‌୍ରୁପ୍ରୁଫ୍‌ ଲାଇଟର ୪ ନିୟୁତ ବ୍ୟବହାରକାରୀ ଥିବାବେଳେ ବିଶ୍ୱବ୍ୟାପି ୧୧ଟି ଅଫିସର କ୍ଲବ୍‌ରେ ଏହାକୁ ବ୍ୟବହାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe