ରହିଯା...ଆରେ ବାପା ! ଏବେ ଜାଗା ଫାଙ୍କା ନାହିଁ ; ଆଉ କିଛି ବର୍ଷ ପରେ ଆସ

Advertisment

ରୁହରେ ବାପ...! ତମର ବଅସ ହେଇନି ପା। ତମେ ଆଉ କିଛି ବର୍ଷ ଅପେକ୍ଷା କର। ଏବେ ଆସନ ଫାଙ୍କା ନାହିଁ। ଆରେ ଇମିତି ଚକିତ ହଉଛ କିଆଁ? ଆସନ ମାଡ଼ି ବସିଛନ୍ତି ଆମର ବୟସ୍କମାନେ। 

ରୁହରେ ବାପ...! ତମର ବଅସ ହେଇନି ପା। ତମେ ଆଉ କିଛି ବର୍ଷ ଅପେକ୍ଷା କର। ଏବେ ଆସନ ଫାଙ୍କା ନାହିଁ। ଆରେ ଇମିତି ଚକିତ ହଉଛ କିଆଁ? ଆସନ ମାଡ଼ି ବସିଛନ୍ତି ଆମର ବୟସ୍କମାନେ। 

New Project (12)

ଭୁବନେଶ୍ବର: ରୁହରେ ବାପ...! ତମର ବଅସ ହେଇନି ପା। ତମେ ଆଉ କିଛି ବର୍ଷ ଅପେକ୍ଷା କର। ଏବେ ଆସନ ଫାଙ୍କା ନାହିଁ। ଆରେ ଇମିତି ଚକିତ ହଉଛ କିଆଁ? ଆସନ ମାଡ଼ି ବସିଛନ୍ତି ଆମର ବୟସ୍କମାନେ। 

କ’ଣ ବୁଝିପାରୁନ? ଏବେ ପରା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଅବଦ୍ଧି ବଢ଼ାଯାଇ ସେମାନଙ୍କୁ କାର୍ଯ୍ୟରେ ରଖାଯାଉଛି। ସେମାନେ ଘରେ ବସିଲେ ସିନା ଯୁବପିଢ଼ି ଚାକିରି ପାଇବେ? 

ଆଚ୍ଛା ଗୋ‌ଟେ କଥ‌ା କହିଲ? ଯିଏ ୩୦-୪୦ ବର୍ଷର ଅଭିଜ୍ଞତା ଧରି ଅଛନ୍ତି ସେମାନଙ୍କୁ ସୁଯୋଗ ନମିଳି ଯୁବପିଢ଼ିଙ୍କୁ କାହିଁକି ଭଲା ମିଳନ୍ତା ! ତାଙ୍କ ନିକଟରେ କ’ଣ କେଉଁ ଅଭିଜ୍ଞତା ଅଛି?

ae565fc0-5b12-48c4-849f-ef94f85b8fcc

 ଅବସରପ୍ରାପ୍ତ ସରକାରୀ ଅଧିକାରୀମାନଙ୍କୁ ଅବସର ପରେ ଠିକା ଭିତ୍ତିରେ ଉପଦେଷ୍ଟା ବା କନ୍‌ସଲଟାଣ୍ଟ୍ ଆଦି ଭାବେ ଠିକା ଭିତ୍ତିରେ ନିଯୁକ୍ତି ଦିଆଯାଉଛି। ଯାହାଫଳରେ ଯେଉଁମାନେ ଚାକିରିର ହକ୍‌ଦାର ସେମାନେ ଚାକିରି ଖଣ୍ଡେ ପାଇପାରୁନାହାନ୍ତି। 

ସମାଜର ଏଭଳି ଅଜବ ବ୍ୟବସ୍ଥାକୁ ନେଇ ଆଜି ଆମର ଏକ କାର୍ଟୁନ। ଦିହକୁ ନେବେନି ପ୍ଲି................ଜ୍‌।

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe