ତମ ଯୋଜନା ଆମର ଲୋଡ଼ା ନାହିଁ; ଆମ ଓଡ଼ିଆ ପୁଅ ଘରେ ନାହିଁ... !

Advertisment

ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ହେଲେ ସେହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ସିଏ ହିଁ ଜାଣନ୍ତି। କାରଣ ଯୋଜନା ପ୍ରୟୋଗ କରିବାର ଯିଏ ଅସଲ ହକ୍‌ଦାର ସେମାନେ ତ ଯାଇ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ତେଣୁ ସରାକାରଙ୍କ ସମସ୍ତ ଯୋଜନା ଏବେ ପ୍ରହଶନ ପାଲଟିଛି।

New Project (13)

ଭୁବନେଶ୍ବର:

ଆରେ ଭାଇ ଏ ଯୋଜନା ସବୁ କାହା ପ‌ାଇଁ...?

ଆମ ଓଡ଼ିଆ ପୁଅ ଘରେ ନାହିଁ, 

ପେଟ ପୋଷିବାକୁ ଘରଦ୍ବାର ଛାଡ଼ି;

ସୁରଟ ଯାଇଛି ସନିଆ ଭାଇ ! 

ଏ ଲୋକଦେଖାଣିଆ କି ପାଇଁ...?

ତମ ଯୋଜନା ଆମର ଲୋଡ଼ା ନାହିଁ।

ଯୋଜନା କରିଣ ପ୍ରଶାସନ ଆମ;

ଶୁଅଇ ନାହିରେ ତେଲ ଦେଇ...!

ତମ ଯୋଜନାକୁ ଆମ ଖାତିର ନାହିଁ !

ତମେ ବୁଝ ତମ ନିଜ ଲୋକ କଥା

ସୁରଟ ଅଛିରେ ଆମ ପାଇଁ...!

Untitled

ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ହେଲେ ସେହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ସିଏ ହିଁ ଜାଣନ୍ତି। କାରଣ ଯୋଜନାର ଅସଲ ହିତାଧିକାରୀ ତ ଯାଇ ବାହାରେ ଦାଦନ ଖଟୁଛନ୍ତି। ତେଣୁ ସରାକାରଙ୍କ ସମସ୍ତ ଯୋଜନା ଏବେ ପ୍ରହଶନ ପାଲଟିଛି। ସରକାର ଲୋକଙ୍କ ପାଇଁ ଯୋଜନା କରି ନାହିରେ ତେଲ ଦେଇ ଶୋଇ ପଡୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜିର ଏ କାର୍ଟୁନ। ଦିହକୁ ନେବେନି....ପି...ଲି..ଜ୍‌............

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe