ଭୁବନେଶ୍ବର: ଭାଇନା ! କି ଯୁଗ ହେଲା… ବିକାଶ ବିକାଶ କହି ମଣିଷ ଯାହାକୁ ଉଦ୍ଭାବନ କଲା, ସେଇ ହିଁ ଶେଷରେ ଭସ୍ମାସୁର ସାଜିଲା । ପ୍ରଯୁକ୍ତି ବିଦ୍ୟାର ଛାଞ୍ଚରେ ମଣିଷ ଯେଉଁ ଏଆଇକୁ ଆଣିଲା ଏବେ ସେହି ଏଆଇ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଖାଉଛି ।

Advertisment
ai
ai Photograph: (sambad.in)

ଏବେ ସବୁ କାମ ଏଆଇ ଭିତ୍ତିକ ହେଉଥିବା ବେଳେ ମଣିଷ ବହୁତ ସୁବିଧାବାଦୀ ହୋଇଗଲାଣି । କୌଣସି ବି କାମ ଦରକାର ସଙ୍ଗେସଙ୍ଗେ ଏଆଇ ଦ୍ବାରା କରୁଥିବା ବେଳେ ଧିରେଧିରେ ଏହାର ପ୍ରଭାବ କମ୍ପାନୀ ଏବଂ ଚାକିରି ଉପରେ ପ୍ରଭାବ ପକାଇବାକୁ ଥିବା ବେଳେ ଚାକିରିଆଙ୍କୁ ଏବେ ଏଆଇର ଧମକ ମିଳୁଛି । 

କାର୍ଟୁନ- ଦେବାଶିଷ

ଅଧିକ ପଢନ୍ତୁ- Cartoon Corner: ଆସିଛି ବୋଲି ନିର୍ବାଚନ… ଏବେ ଜନତା ହିଁ ଜନାର୍ଦ୍ଦନ, ତାପରେ ତୁ କିଏନା ମୁଁ କିଏ…?

Cartoon Corner: ଭାରତୀୟ ଝିଅ ବିଶ୍ବ ବିଜୟୀ: ଆମ ଝିଅ ବି କମ୍ ନୁହଁନ୍ତି... ଲୁହ ସହ ଲଢି, ଶେଷରେ ବି ସେମାନେ ଜିତିପାରନ୍ତି…