ଓଃ ଭାଇନା ! ଓଡ଼ିଶାରେ କିଅଣ ଚାଲିଛି… ପଡ଼ିଶା ଆସି ଖଣି ଲୁଟୁଛି, ସରକାର କଣ ଶୋଇ ପଡିଛି ?

Advertisment

ଓଡିଶା ଉପରେ ପଡ଼ିଶାର ଭାରି ଲୋଭ… ନାଇଁ ନାଇଁ ଭାରି ଲୋଭ… ଏଇ ଦେଖୁନ- କେବେ କୋଟିଆରେ ପୁଣି କେବେ ମାଲକାନଗିରିରେ ଆନ୍ଧ୍ର କେମିତି ଉତୁପାତ ହେଉଛି… କିରେ ଉତୁପାତ ହେବାକୁ ଯଦି ଏତେ ଇଚ୍ଛା ତମ ରାଇଜରେ ହେଉନ ଆମ ଆଡେ କିଆଁ ଆଉଚ…

ଓଡିଶା ଉପରେ ପଡ଼ିଶାର ଭାରି ଲୋଭ… ନାଇଁ ନାଇଁ ଭାରି ଲୋଭ… ଏଇ ଦେଖୁନ- କେବେ କୋଟିଆରେ ପୁଣି କେବେ ମାଲକାନଗିରିରେ ଆନ୍ଧ୍ର କେମିତି ଉତୁପାତ ହେଉଛି… କିରେ ଉତୁପାତ ହେବାକୁ ଯଦି ଏତେ ଇଚ୍ଛା ତମ ରାଇଜରେ ହେଉନ ଆମ ଆଡେ କିଆଁ ଆଉଚ…

padisha

ଭୁବନେଶ୍ବର: ଓଡିଶା ଉପରେ ପଡ଼ିଶାର ଭାରି ଲୋଭ… ନାଇଁ ନାଇଁ ଭାରି ଲୋଭ… ଏଇ ଦେଖୁନ- କେବେ କୋଟିଆରେ ପୁଣି କେବେ ମାଲକାନଗିରିରେ ଆନ୍ଧ୍ର କେମିତି ଉତୁପାତ ହେଉଛି… କିରେ ଉତୁପାତ ହେବାକୁ ଯଦି ଏତେ ଇଚ୍ଛା ତମ ରାଇଜରେ ହେଉନ ଆମ ଆଡେ କିଆଁ ଆଉଚ…

କୋଟିଆକୁ ନିଜର ନିଜର କହି ସେଠି ମାଡି ବସୁଛି ଏପଟେ ମାଲକାନଗିରିରେ ବେଆଇନ୍ ବ୍ଲାଷ୍ଟିଂ କରି ପାହାଡ ଲୁଟିବାକୁ ଚକ୍ରାନ୍ତ ଚଲାଇଛି ଆନ୍ଧର କୁମ୍ପାନୀ… ବିସ୍ଫୋରଣ ହେଉଛି, ପାହାଡ ଫାଟୁଛି ହେଲେ ଆମ ପ୍ରଶାସନର ନିଦ ଭାଙ୍ଗୁନି । କି ନିଦ କିଲୋ ମାଆ… ଏତେ ଘଟଣା ପରେ ବି ନିଦ ଭାଙ୍ଗୁନି । ନିଦ ଭାଙ୍ଗୁନି ନା ଜାଣି ଜାଣି ଶୋଇଛି ପ୍ରଶାସନ । 

WhatsApp Image 2025-08-16 at 13.13.34

କେବେ କୋଟିଆ ପୁଣି କେବେ ମାଲକାନଗିରିର ତୁଳସୀ ପାହାଡ଼… ଆନ୍ଧ୍ରର ମାଙ୍କଡ ଡିଆଁ ନୀତି ଦେଖି ନୋକେ କହୁଛନ୍ତି- 

ଇମିତି ଯଦି ଓଡିଶାକୁ ମାଡି ଆସିବ ପଡ଼ିଶା
ତାହାଲେ ରାଇଜର ନାଁ କଣ ହେଇଯିବ କି ଆନ୍ଧ୍ରଶା
ସରକାର ଶୋଇଛନି, ପ୍ରଶାସନ ଉଠୁନି
ଏମାନଙ୍କୁ ଘାରିଛି କେଉଁ ନିଶା…
ଦିହକୁ ନେବେନି…

କାର୍ଟୁନ- ଦେବାଶିଷ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe