ଯେଉଁଠି ଥିବ ପାକିସ୍ତାନ
ସେଇଠି ହେବ ଅପରେସନ
ପଡିଆରେ ହେଲା ଅପରେସନ ସିନ୍ଦୂର
ମାଟି କାମୁଡ଼ି ପାକିସ୍ତାନ କଲା ଚିତ୍କାର
ବନ୍ଧୁକର ଜବାବ ବ୍ୟାଟରେ ଦେଲେ
ପ୍ରବଳ ପିଟି ପାକକୁ ନାକରେ ପାଣି ପିଆଇଲେ…
/filters:format(webp)/sambad/media/media_files/2025/09/29/asia-cup-2025-09-29-19-00-18.jpeg)
ଛି ଛି ଛି…
ଅଲାଜୁକ ପରି ପାକିସ୍ତାନ ହାରିଲା
ସବୁ ଫୁଟାଣି ଫୁସୁକିଗଲା…
ଶିଖେଇ ଦେଲେ ଭାରତୀୟ ଖେଳାଳୀ
ଖେଳରେ ଚଲବେନା ଆତଙ୍କୀ ଆଚରଣ
ଯଦି ଚଲବେ- ଏମିତି ମାଡ଼ ଖାବେ… ହାଁ
Follow Us