ଫସିଗଲା... ଫସିଗଲା... ଫସିଗଲାରେ... ଫସିଗଲା ମଣିଷଟା ଭିଡ଼ ଭିତରେ

ଖାଲି ଭୁଏନସରରେ ରହିଗଲେ ହେବନି- ଏଠି ରହିବାକୁ ହେଲେ, ବୁଡିବାକୁ ପଡିବ, ଭିଡରେ ଧନ୍ଦି ହେବାକୁ ପଡିବ… ପୂଜା ବୁଲା ବନ୍ଦ- ମୁଁ ଘର ପହଞ୍ଚିଲା ବେଳକୁ ଦଶରା ଛୁଟି ସରିଯାଇଥିବ

WhatsApp Image 2025-09-30 at 12.50.31

ଫୋନରେ ସ୍ତ୍ରୀ କଲାଣି ରଡି, ଭିଡରେ ଫସିଛି ଗାଡି…
ଗହଳି ଭିତରେ ସରିଯିବ ଛୁଟି, ଘର ପହଞ୍ଚିପାରିବନି ମୋ ଗାଡ଼ି…

WhatsApp Image 2025-09-30 at 12.50.31

ସ୍ତ୍ରୀ- ହେଇଟି ! କଉଁଠି ?
ସ୍ବାମୀ- ସେଇଠି, ଯେଉଁଠି ଥେଲି ସେଇଠି 
ସ୍ତ୍ରୀ- କଣ, ତମ ଗାଡି ଘୁଞ୍ଚୁନି ନା ଭୁବଏନରଟା ବାଲେଶର ଯାଏଁ ବଢ଼ିଗଲା
ସ୍ବାମୀ- ନାଇଁ, ତେଲ ଅଛି, ରାସ୍ତା ବି ଅଛି… ହେଲେ ମୁଁ ଅଟୋ ନୁହେଁ କଇଁଛ ପିଠିରେ ବସିଲା ପରି ନାଗୁଛି…
ସ୍ତ୍ରୀ- ହେରା ! କାଇଁକି ବା… ଭାଙ୍ଗ ଟେଳେ ପକେଇ ଦେଇଛ କି ? ଯଲଦି ଆସ ପୂଜା ବୁଲିଯିବା…
ସ୍ବାମୀ- ପୂଜା ନା ଫୁଜା ! ଘରୁ ବାହାରି ଥରେ ଜାଗାମୁଣ୍ଡକୁ ଆସ ତାପରେ ଜାଣିବ ଭୁଏନସର ଭିଡ଼ କେମିତି ହାଁ… ଖାଲି ଭୁଏନସରରେ ରହିଗଲେ ହେବନି- ଏଠି ରହିବାକୁ ହେଲେ, ବୁଡିବାକୁ ପଡିବ, ଭିଡରେ ଧନ୍ଦି ହେବାକୁ ପଡିବ… ପୂଜା ବୁଲା ବନ୍ଦ- ମୁଁ ଘର ପହଞ୍ଚିଲା ବେଳକୁ ଦଶରା ଛୁଟି ସରିଯାଇଥିବ

କାର୍ଟୁନ- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe