ବାଇମନ ! ଇଏ ସରକାରୀ ପାଣ୍ଠି… ଜନତାଙ୍କ ପାଖେ ପହଞ୍ଚେନି ଟଙ୍କା ଯନ୍ତ୍ରୀରି ନିଅନ୍ତି ଲୁଟି…

New Project

ବାଇମନ ! ଇଏ ସରକାରୀ ପାଣ୍ଠି
ବିକାଶ ନାଁରେ ହରିଲୁଟ ହୁଏ
ନିଅନ୍ତି ସଭିଏଁ ବାଣ୍ଟି…
ବାଇମନ ! ଇଏ ସରକାରୀ ପାଣ୍ଠି

WhatsApp Image 2025-09-26 at 12.38.00

ଲୋକଙ୍କ ପେଇଁକି ଟଙ୍କା ଆସୁଥାଏ
ପହଞ୍ଚେ ଅଳପ ସଳପ
ବାଟରେ ଯନ୍ତ୍ରୀଏ ମାଡ଼ିବସନ୍ତି ଯେ
ଖୋଲି ପୁଣି ତଣ୍ଟି-ଅଣ୍ଟି
ବାଇମନ ! ଇଏ ସରକାରୀ ପାଣ୍ଠି

କିରେ ଦରମା ତମକୁ ନିଅଣ୍ଟ ହୁଏକି
ଖାଉ ନୀରିହଙ୍କ ଟଙ୍କା
ଏମିତି ଖାଅନି ପେଟେଇ ପିଠେଇ
ମୁହଁ ହୋଇଯିବ ବଙ୍କା…

କାର୍ଟୁନ- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe