ବାଃ ବାଃରେ ଓଡ଼ିଶା… ନାରୀଙ୍କୁ ଦେଇ ନିର୍ଯାତନା, ଆଜି ହେଇଗଲୁ ଲୋକହସା…

ମାଆକୁ ସମ୍ମାନ ଦେଖୁଥାନ୍ତେ ଯଦି... ଆଜି ଦେଶରେ ଓଡିଶା ହେଇଥାନ୍ତା କି ଅପମାନ ? ମହିଳା ବିରୋଧୀ ଅପରାଧେ କିବା ପାଇଥାନ୍ତା ୩ୟ ସ୍ଥାନ ??

WhatsApp Image 2025-10-01 at 18.58.09

ସଭିଏଁ କୁହନ୍ତି ନାରୀଙ୍କୁ ସମ୍ମାନ
ନାରୀଙ୍କୁ ପୁଣି ଶତଶତ ପ୍ରଣାମ
ଭାଇ ସବୁ ଥାଏ ଖାଲି ଭାଷଣରେ
କଥା ରଖନ୍ତିନି କେହି ବାସ୍ତବରେ

WhatsApp Image 2025-10-01 at 18.58.09

ନାରୀକୁ ସମ୍ମାନ, ନାରୀକୁ ସମ୍ମାନ କହି
ସଭିଏଁ ବଡ଼ ବଡ଼ ପାଟିରେ ଚିଲାନ୍ତି
ସମ୍ମାନ ଦେବା କଥା ଉଠିଲା ବେଳକୁ
ସବୁ ବାଟ ଭାଙ୍ଗି ଚାଲିଯାଆନ୍ତି…

ମାଆକୁ ସମ୍ମାନ ଦେଖୁଥାନ୍ତେ ଯଦି
ଆଜି ଦେଶରେ ଓଡିଶା ହେଇଥାନ୍ତା କି ଅପମାନ ?
ମହିଳା ବିରୋଧୀ ଅପରାଧେ କିବା ପାଇଥାନ୍ତା ୩ୟ ସ୍ଥାନ ??

କାର୍ଟୁନ- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe