ଭାଇନା… ! ଦୁର୍ନୀତିର ନାହିଁ ଇତି ଜାଣିଥାଅ ଦୁର୍ନୀତିର ନାହିଁ ଇତି…

New Project (3)

WhatsApp Image 2025-09-14 at 14.04.32

ଭାଇନା… !
ଦୁର୍ନୀତିର ନାହିଁ ଇତି ଜାଣିଥାଅ
ଦୁର୍ନୀତିର ନାହିଁ ଇତି…

କାହା ଲୋଭ ପାଇଁ
କାହା ଭୁଲ ପାଇଁ 
କିଏ ପଡେ ବଳି, କିଏ ପାଏ ପୁଣି ଶାସ୍ତି…
ଦୁର୍ନୀତି ପାଇଁ କାହାର ପ୍ରାଣ ଉଡ଼ିଗଲେ
ଘରେ ଜଳୁଥାଏ ଦୁଃଖର ବତୁରା ବତୀ…

ମାର୍କେଟ୍ କମ୍ଲେକ୍ସ ସାଜିଲା ରାକ୍ଷାସ
ନେଇଗଲା ଗୋଟେ ମୁଣ୍ଡ
ସବୁରି ମୂଳରେ ଗୋଟିଏ ଦାନବ
ଦୁର୍ନୀତି ବୋଲି କୁହେ ଏ ତୁଣ୍ଡ…

କାର୍ଟୁନ- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe