ନେତା ଧାଇଁଲେଣି ନୂଆପଡ଼ା… ଲୋଭ ଦେଖେଇ, ଜାଲରେ ଫସେଇ ଭୋଟରଙ୍କୁ କରିବେ ଟଣାଭିଡ଼ା…

ଅଦ୍ୟତନ ହୋଇଛି
WhatsApp Image 2025-09-27 at 13.48.59

ଧାଇଁ ଗିଡ଼ିଗିଡ଼ି… ଧାଇଁ ଗିଡ଼ିଗିଡ଼ି 
ନୂଆପଡ଼ାକୁ ଗଳିଲାଣି ନେତାଙ୍କ ଗାଡ଼ି
ନୂଆପଡ଼ା ଦେଖିବ ଉପ-ନିର୍ବାଚନ
ନେତାଙ୍କ ମନ ହେଲାଣି କନକନ…
ରାଜଧାନୀରେ ଆଉ ଜମା ମାନୁନି ୩ ଦଳର ମନ
ପ୍ରତିଶ୍ରୁତି ଫିଙ୍ଗି ଜିତିବା ପେଇଁକି କଲେଣି ଏବେଠୁ କମ୍ପିଟିସନ

WhatsApp Image 2025-09-27 at 13.48.59

ଭଲା ! ପୁଳାପୁଳା ଯୋଜନା, ମେଞ୍ଚାମେଞ୍ଚା ପ୍ରତିଶ୍ରୁତି
ଇଏ କହୁଛି ଏଇଟା ଦେବ
ସିଏ କହୁଛି ସେଇଟା
କାହାକୁ ଦେବ ଭୋଅଟ
କାହାକୁ କରିବ ନିଜର
ନୂଆପଡ଼ା ଭୋଟର ଫୁଲ୍ କନଫ୍ୟୁଜନ…

କାର୍ଟୁନ- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe