ଜଳୁଛି ଅଳପ, ହସୁଛି ବେଶି… ରାବଣ କହୁଛି କାଶି କାଶି… ଆରେ ମୁର୍ଖ ! ମତେ ଜାଳିବା ପୂର୍ବରୁ, ଆଗ ନିଜ ଭିତରର ରାବଣକୁ ଜାଳ…

New Project (15)

ସେବେ ସିନା ଲଙ୍କା ଜାଳି ରାବଣକୁ ମାରିଥିଲେ ରାମ
ଏବେ ପରା ମଣିଷ ଦିହରେ ମାଳମାଳ ରାବଣ
ରାବଣ ହେଇ କେମିତି ଜାଳିବା କୁହ ଆଉ ଏକ ରାବଣ ?

WhatsApp Image 2025-10-02 at 13.20.56

ପ୍ରତିବର୍ଷ କୁଶପୁତ୍ତଳିକା ଜାଳି, ବାଣ ଦି’ଟା ଢୋ ଢା କରି
ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ କହି
ଆମେ ଯେଉଁ ରାମଙ୍କ ପରି ଛାତି ଫୁଲେଇ ଚାଲୁ !
ସତରେ କଣ ଆମେ ସ୍ବଚ୍ଛ ?
ସତରେ କଣ ଆମେ ପରିଷ୍କାର ?
ଯଦି ନା !ତେବେ ନିଜ ଭିତରର ରାବଣକୁ ଆଗ ମାରିବାକୁ ପଡିବ…
ନହେଲେ ଏମିତି ସମାଜରେ ଦୁର୍ନୀତି, ହତ୍ୟା, ଅପରାଧ ବଢୁଥିବ


କାର୍ଟୁନ- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe