ଦିହକୁ ନେବେନି ପ୍ରକୃତ ନୋକେ କୁଆଡ଼େ ଗଲେ...! ଭାଇ ଏ ଚାଉଳ କିଏ ନେଉଛି ଭଲେ? 12 Sep 2025 13:38 IST Bandana Mishra Follow Us ଭୁବନେଶ୍ବର: ଯାହା ପାଇଁ ମିଳେ ଜିନିଷ; ତା’ର ତ ଭାଇ ଦରଶନ ନାହିଁ, ତା’କୁ ନେଉଛି ଅଯୋଗ୍ୟ ମଣିଷ। ଏଠି ଧନୀ ଓ ମୃତକ ସାଥୀ ହୋଇ ଭାଇ ବୁହନ୍ତି ରାସନ ଚାଉଳ; ପ୍ରକୃତ ଗରିବ କିଣି କିଣି ମରେ କେମିତିକା କୁହ ଏ ଖେଳ? କାର୍ଟୁନ: ଦେବାଶିଷ