ଆହାଃ... ନୂଆ ନୂଆ ଯେବେ ଓଏଏସ୍ ଟପ୍ପର ହେଇଥିଲି। କେତେ କ’ଣ ସପନ ଦେଖିନଥିଲି ସତେ...! ହେଲେ ଚାକରି କରୁ କରୁ ମୋ ଲୋଭଟା ଉପରେ ପରା ମୋର ନିୟନ୍ତ୍ରଣ ରହିଲାନି ଜମା। ଆଉ କ’ଣ କରିଥାନ୍ତି ଭଲା ! ଟିକେ ହାତ ଗରମ କରୁ କରୁ ଭିଜିଲାନ୍ସ ହାତରେ ଧରା ପଡ଼ିଗନି..ଇଲୋ ବୋଉଲୋ, ଏଥର ମଲି...!
ଆହା! କ’ଣ ଭାବିଥିଲି...କିସ ହେଇଗଲା ମ...
Advertisment
Follow Us