ହାତରେ ନମାରି ଭାତରେ ମାରିବୁ; ଆକ୍ରମଣ ରାଗ ଖେଳରେ ସାରିବୁ...!

Advertisment

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍‌ ସିନ୍ଦୂରର ସଫଳତା ପରେ କ୍ରିକେଟ୍‌ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ତାହାକୁ ନେଇ ଆମର କାର୍ଟୁନ। ଦିହକୁ ନେବେନି।

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍‌ ସିନ୍ଦୂରର ସଫଳତା ପରେ କ୍ରିକେଟ୍‌ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ତାହାକୁ ନେଇ ଆମର କାର୍ଟୁନ। ଦିହକୁ ନେବେନି।

Untitled

ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୂରେଇବନି,

 ଭାରତ ସାଙ୍ଗରେ ପଙ୍ଗା ନବାର ପରିଣାମ ଜାଣି ସାରିବଣି।

ପହଲଗାମ୍‌ ଆକ୍ରମଣ କରି ଦେଇଥିଲ ଯେଉଁ ଦରଜ,

ନିଅ ତମକୁ ଫେରେଇ ଦେଲୁ ହବନାହିଁ ଜମା ନାରାଜ।

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe