ମୋତେ ଯେତେ ହଲଉଛ ହଲା, ମୁଁ ତଳେ ନପଡ଼ିଲେ ଗଲା...! ହଇଓ, ତମେ କ’ଣ ଇମିତି ଆମକୁ ଭାବିଛ କି? ତମେ ଆଇନ୍ ଶୃଙ୍ଖଳା, ସାର ପ୍ରସଂଗ ଆଣିବ ଆମେ ଡରିଯିବୁ? ଆଉ ତମେ..........ଉଁ। ତମେ ଭାବିଛ ସେ ସାରବାଲାଙ୍କୁ ସାଙ୍ଗ କରି ଅନାସ୍ଥା ପ୍ରସ୍ତାବ ଧମକ ଦେବ ଆମେ ଭୟରେ ଗାତରେ ଲୁଚିବୁ ଆଉ।
ନାଇଁ ନାଇଁ ନାଇଁ..ତମେ ଆମ ଗେରୁଆବାଲାଙ୍କୁ ଚିହ୍ନି ପାରିଲ ନାହିଁ। ତମେ ବଲ୍ ପକେଇ ବୋଲ୍ଡ୍ କରିବା ସ୍ବପ୍ନ ଦେଖୁଥା। ଆମେ ସେ ବଲ୍ରେ ଛକା ମାରି ତମ ସ୍ବପ୍ନ ଉପରେ ଧୂଳି ଢାଙ୍କି ଦବୁ।
Follow Us