ଉପରେ ଭଲ, ଭିତରେ ଭେଲ...! ଉପରେ ବନ୍ଧୁ ବନ୍ଧୁ ବୋଲି କହି ଭିତରେ କିପରି ଗୋଛି କଟାଯାଏ କିଏ ଶିଖିବ ତ ତାଙ୍କଠାରୁ ଶିଖ୍। ପୂର୍ବରୁ ଶୁଳ୍କ, ଅତିରିକ୍ତ ଶୁଳ୍କ ପରେ ଏବେ ଏଚ୍-୧ବି ଭିସା। ଭାରତ ଉପରେ କେତେ ଜନ୍ମର ରାଗ ସୁଝାଉଛନ୍ତି କି ଏ ବାବୁ ଜଣକ? ଏଣେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଜଣେ ଭଲ ବନ୍ଧୁ ବୋଲି ଡେଙ୍ଗୁରା ପିଟୁଛନ୍ତି। ସେଣେ ଗୋଟେ ପରେ ଗୋଟେ ଆର୍ଥିକ ପାହାର ପକାଇ ସାରିଛନ୍ତି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us