ଦେଖରେ ଦେଖ...! ପାକିସ୍ତାନକୁ ପାଣି ପିଆଇଲା ଭାରତ

Advertisment

ଏସିଆ କପ୍‌ରେ ପାକିସ୍ତାନକୁ ନାକେ ପାଣି ପିଆଇଛି ଭାରତ। ପଡ଼ିଆକୁ କାନ୍ଦି କାନ୍ଦି ଫେରିଲେ ପାକ୍‌ ଖେଳାଳି।  ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି।

ଏସିଆ କପ୍‌ରେ ପାକିସ୍ତାନକୁ ନାକେ ପାଣି ପିଆଇଛି ଭାରତ। ପଡ଼ିଆକୁ କାନ୍ଦି କାନ୍ଦି ଫେରିଲେ ପାକ୍‌ ଖେଳାଳି।  ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି।

Untitled

ଏସିଆ କପ୍‌ରେ ପାକିସ୍ତାନକୁ ନାକେ ପାଣି ପିଆଇଛି ଭାରତ। ପଡ଼ିଆକୁ କାନ୍ଦି କାନ୍ଦି ଫେରିଲେ ପାକ୍‌ ଖେଳାଳି।  ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ସୁପର୍‌-୪ ମୁକାବିଲାରେ ବିଜୟ ସହ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ନିଜ ପ୍ରାଧାନ୍ୟକୁ ଅବ୍ୟାହତ ରଖିଛି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe