ଭିଜିଲାନ୍ସ ଜାଲରେ ପଡୁଛନ୍ତି ସମୁଦ୍ରକୁ ଶଙ୍ଖେ ପରି; ବୁଡ଼ି ବୁଡ଼ି ପାଣି ପିଉଛନ୍ତ ସରକାରୀ ବାବୁ...!

Advertisment

ଏବେକା ସମୟ‌ରେ ଦୁର୍ନୀତି ଏତେ ବଢ଼ିଯାଇଛି ଯେ ଭିଜିଲାନ୍ସ ଯେତେ ଛାନ୍‌ଭିନ୍‌ କଲେ ବି ପଛରେ ପଡ଼ିଯାଉଛି। ବିନା ଲାଞ୍ଚରେ ଆଉ କାମ କରୁନାହାନ୍ତି ସରକାରୀ ବାବୁ। ବାବୁମାନେ ଆମର ଦୁର୍ନୀତି କାର୍ଯ୍ୟରେ ଲିପ୍ତ।

ଏବେକା ସମୟ‌ରେ ଦୁର୍ନୀତି ଏତେ ବଢ଼ିଯାଇଛି ଯେ ଭିଜିଲାନ୍ସ ଯେତେ ଛାନ୍‌ଭିନ୍‌ କଲେ ବି ପଛରେ ପଡ଼ିଯାଉଛି। ବିନା ଲାଞ୍ଚରେ ଆଉ କାମ କରୁନାହାନ୍ତି ସରକାରୀ ବାବୁ। ବାବୁମାନେ ଆମର ଦୁର୍ନୀତି କାର୍ଯ୍ୟରେ ଲିପ୍ତ।

Untitled

ଏବେକା ସମୟ‌ରେ ଦୁର୍ନୀତି ଏତେ ବଢ଼ିଯାଇଛି ଯେ ଭିଜିଲାନ୍ସ ଯେତେ ଛାନ୍‌ଭିନ୍‌ କଲେ ବି ପଛରେ ପଡ଼ିଯାଉଛି। ବିନା ଲାଞ୍ଚରେ ଆଉ କାମ କରୁନାହାନ୍ତି ସରକାରୀ ବାବୁ। ବାବୁମାନେ ଆମର ଦୁର୍ନୀତି କାର୍ଯ୍ୟରେ ଲିପ୍ତ। ଏଣେ ଭିଜିଲାନ୍ସ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଥେଇଆ। ଯେତିକି ବି ଧରାପଡୁଛନ୍ତି; ତାହା ସମୁଦ୍ରକୁ ଶଙ୍ଖେ ପରି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe