ବେପାରୀ ମାଲେମାଲ୍‌, ପ୍ରଶାସନ୍‌ ଫେଲ୍‌

ଦେଢ଼ମାସ ପୂରିନି ପୁଣି ଥରେ ଭୁବନେଶ୍ବରରୁ ମାରିଜୁଆନା ଜବତ ହୋଇଛି। ଭୁବନେଶ୍ବର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ଏୟାରପୋର୍ଟରୁ ଜଣକୁ ଉଠାଇ ନେଇଛି।

New Project (8)

ଦେଢ଼ମାସ ପୂରିନି ପୁଣି ଥରେ ଭୁବନେଶ୍ବରରୁ ମାରିଜୁଆନା ଜବତ ହୋଇଛି। ଭୁବନେଶ୍ବର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ଏୟାରପୋର୍ଟରୁ ଜଣକୁ ଉଠାଇ ନେଇଛି।

Untitled

ପ୍ରଶାସନ ଯେତେ ଗଞ୍ଜେଇ ବେପାରକୁ ରୋକିବାକୁ ଚେଷ୍ଟା କଲେ ବି ବେପାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ତାହାକୁ ନେଇ ଆଜିର ଆମର ଏ କାର୍ଟୁନ। ଦିହକୁ ନେବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe