କଫ ସିରପ ନା ବିଷ ସିରପ ! କାଶ କମଉନି, ଆୟୁଷ କମଉଛି

Advertisment

ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ୍ କୋଲଡ୍ରିଫ୍ ସହିତ ଜଡିତ ଶିଶୁ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏବେ ସୁଦ୍ଧା କଫ୍‌ ସିରଫ ଖାଇ ୨୦ରୁ ଅଧିକ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ତାହାକୁ ନେଇ ଆଜିର କାର୍ଟୁନ।

ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ୍ କୋଲଡ୍ରିଫ୍ ସହିତ ଜଡିତ ଶିଶୁ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏବେ ସୁଦ୍ଧା କଫ୍‌ ସିରଫ ଖାଇ ୨୦ରୁ ଅଧିକ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ତାହାକୁ ନେଇ ଆଜିର କାର୍ଟୁନ।

Untitled-25

ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ୍ କୋଲଡ୍ରିଫ୍ ସହିତ ଜଡିତ ଶିଶୁ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। କଫ୍‌ ସିରପଜନୀତ ଶିଶୁ ମୃତ୍ୟୁ ମାମଲାକୁ ସପ୍ତାହ ବିତିଗଲା ପରେ ବି ଏପର୍ଯ୍ୟନ୍ତ ଦୋଷୀକୁ ଧରାଯାଇ ପାରୁନାହିଁ। ଏବେ ସୁଦ୍ଧା କଫ୍‌ ସିରଫ ଖାଇ ୨୦ରୁ ଅଧିକ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ତାହାକୁ ନେଇ ଆଜିର କାର୍ଟୁନ।

Untitled

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe