ପାଖଇେ ଆସିଲାଣି ଧନ୍ତେରସ୍। ଏହି ଧନ୍ତେରସ ଦିନ ଅଳଙ୍କାର ଦୋନାନରେ ଜମେ ଅସଂଖ୍ୟ ଲୋକଭିଡ଼। ବିଶ୍ବାସ କରାଯାଏ ଯେ ଧନ୍ତେରସ ଦିନରେ ଘରକୁ ସୁନା, ରୁପା ନେଲେ ମାଆ ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି। ହେଲେ ଏବେ ବଜାରରେ ସୁନା, ରୁପା ଦରର ଭାଉ ଯେପରି; ସାଧାରଣ ଲୋକ କ’ଣ ତାକୁ କିଣିପାରିବେ? ତାହାକୁ ନେଇ ଅାମର କାର୍ଟୁନ। ଦିହକୁ ନେବେନି।
ଏଥର ଧନ୍ତେରସ୍ରେ ସୁନା-ରୁପା ସପନ; ଘରକୁ କିଣି ଆସିବା ଝାଡୁ ଆଉ ବାସନ
Advertisment
Follow Us