Cartoon Corner: ସୁନା କି କିଣି ପାରିବି; ଧନ୍‌ତେରସରେ ଘରକୁ ଆଜି ଝାଡୁଟାଏ କିଣି ଆଣିବି...

ଆଜି ପରା ଧନତେରସ୍‌! ଆଜିର ଦିନରେ ସୁନା କିଣୁଥିଲେ ଆମରି ପୂରୁବ ପୁରୁଷ। ମୁଁ କିନ୍ତୁ ଆଜି ଝାଡୁଟିଏ କିଣିଆଣିବି; ଏ ମହଙ୍ଗା ଯୁଗରେ ମୁଁ କିବା ସୁନା କିଣିପାରିବି! ମାଆ ଲକ୍ଷ୍ମୀ ତମେ ରାଗିବନି।

Untitled

ଆଜି ପରା ଧନତେରସ୍‌! ଆଜିର ଦିନରେ ସୁନା କିଣୁଥିଲେ ଆମରି ପୂରୁବ ପୁରୁଷ। ମୁଁ କିନ୍ତୁ ଆଜି ଝାଡୁଟିଏ କିଣିଆଣିବି; ଏ ମହଙ୍ଗା ଯୁଗରେ ମୁଁ କିବା ସୁନା କିଣିପାରିବି! ମାଆ ଲକ୍ଷ୍ମୀ ତମେ ରାଗିବନି। ସୁନା, ରୁପା ଦର ଯାହା ହେଲାଣି, ମୋ ହାତ ଜମା ପାଉନି। ଏହା ହୁଏତ ଆମ ପରି ଅନେକ ମଧ୍ୟବିତ୍ତଙ୍କ ସ୍ବର। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।

cartoon | dihakunebeni 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe