ପୁଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଏବେ ସୁଦ୍ଧା ୧୧୯ ଜଣ ଗିରଫ ହୋଇ ସାରିଲେଣି। ହେଲେ ଏବେବି ଏହାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଫେରାର ଅଛନ୍ତି। ପୁଲିସ ଏସ୍‌ଆଇ ପରୀକ୍ଷା ବାତିଲ ପରେ କିନ୍ତୁ ରାଜ୍ୟ ସରକାର ତନାଘନା ଜୋର୍‌ଦାର କରିଛନ୍ତି। ତାହାକୁ ନେଇ ଆମର ଆଜିର କାଟୁର୍ନ।

Advertisment

ଆହୁରି ପଢ଼ନ୍ତୁ: ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଭାଇ ଭାରି କଡ଼ାକଡ଼ି, ଦିନ ଦ୍ବିପ୍ରହରେ ପୁଲିସ୍‌ ଆଗରେ କଏଦୀ ଭିଡ଼ାଭିଡ଼ି...!

Untitled

ଦିହକୁ ନେବେନି

 cartoon | dihakunebeni

ଆହୁରି ପଢ଼ନ୍ତୁ: ଭାଇନା ଇଏ ରାଜଧାନୀ ଦିଲ୍ଲୀ, ଏଠି ସବୁକିଛି ଯାଏ ଦୋହଲି… ବାୟୁ ପ୍ରଦୂଷଣ କରି ଲୋକେ କହିଲେ ହାପି ଦିୱାଲି