ଏଥର ଦୁର୍ଗାପୂଜା ହେବ ଭିଜାଭିଜା
ଫୁସୁକି ଯିବ ଦଶରା ହବୁଲିବା ମଜା
ଡରାଇଲାଣି ଲଘୁଚାପ, କଲାଣି ତରକର
ଭିଜିବ ମଣ୍ଡବ, ବୁଡିବ ତୋରଣ…
ମାଆ ଲୋ…
ତୁ ନିଜକୁ ନିଜେ ରକ୍ଷା କର…
/filters:format(webp)/sambad/media/media_files/2025/09/28/rain-2025-09-28-18-36-01.jpeg)
କଲିକତାରେ ବୁଡିଲା ପେଣ୍ଡାଲ
ଜଳବନ୍ଦୀ ହେଲେ ଜଗତଜନନୀ
ଦୟାକର ଇନ୍ଦ୍ର ଦେବ…
ଜମା ଲଘୁଚାପକୁ ପଠାଅନି
କି ଆମର କଲିକତା ଅବସ୍ଥା କରନି…
ମାଆକୁ ଆମେ ପାଣି ଘେରରେ ଦେଖିପାରୁନି
ଆମ ଦଶହରାକୁ ପାଣିଚିଆ କରନି…
Follow Us