କେବୁଲ ଚୋରି, ୨ ଗିରଫ

Advertisment
କେବୁଲ ଚୋରି, ୨ ଗିରଫ

ପୁରୁଣା ଭୁବନେଶ୍ୱର: କେବୁଲ ଚୋରି କରିବା ଅଭିଯୋଗରେ ପୁଲିସ ଜଣେ ଯୁବକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଖାରବେଳ ନଗର ଥାନା ଅଧୀନ ଶାନ୍ତି ନଗର ବସ୍ତିର ସୋମନାଥ ରାଉତ(୨୪)। ପୁଲିସ ସୂଚନା ଅନୁଯାୟୀ ସେମନାଥ କେବୁଲ ଚେରିର ମାଷ୍ଟରମାଇଣ୍ଡ୍‌। ସୋମବାର ଏହି କେବୁଲ ଚୋରି ଘଟଣାରେ ପୁଲିସ ସେକ୍‌ ରାଜୁ(୨୫)କୁ ଗିରଫ କରିଥିଲା। ସେମାନାଥ ଓ ରାଜୁୁ ମାଟି ତଳୁ କେବୁଲ ଚୋରି କରି ବିକ୍ରି କରୁଥିଲେ। ଏହି ଖବର ଜାଣିବା ପରେ ପୁଲିସ୍‌ ଆଜି ଉଭୟଙ୍କୁ ଗିରଫ କରିବା ସହ କେବୁଲ୍‌କୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe