ଦୁଷ୍କର୍ମ ଉଦ୍ୟମ ଭିଡିଓ ଭାଇରାଲ୍‌, ୩ ଗିରଫ

Advertisment
ପ୍ରେମିକାକୁ ଘରୁ ତଡ଼ି ପ୍ରେମିକ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିସାରିଛି। କିନ୍ତୁ ଏହି ଅପରାଧରେ ସଂଶ୍ଳିଷ୍ଟ ଥିବା ଅନ୍ୟ ୪ ଜଣଙ୍କୁ ଏଯାବତ୍‌ ପୁଲିସ ଧରିପାରି ନାହିଁ। ଉନ୍ନାଓ ଏସ୍‌ପି ହରିଶ କୁମାର କହିଛନ୍ତି ଯେ ସମୁଦାୟ ୭ ଜଣ ବ୍ୟକ୍ତି ଗତ ଶନିବାର ଜଣେ ମହିଳାଙ୍କୁ ତାଙ୍କ ଘରୁ ଅପହରଣ କରିନେବା ପରେ ତାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe