ଚୋରି ଅଭିଯୋଗରେ ୩ ନାବାଳକ ସୁଧାର ଗୃହ ଗଲେ

Advertisment
ଜବତ ଗାଡ଼ିକୁ ଥାନାରୁ ବାହାର କରିବା ଉଦ୍ୟମ : ଅଦାଲତଙ୍କ ନକଲି ଆଦେଶ ତିଆରି କରି ଜେଲ୍ ଗଲେ ଓକିଲ

banglanews24.com

ଚନ୍ଦ୍ରଶେଖରପୁର: ଡମଣା ହାଟ ଓ ଶୈଳଶ୍ରୀବିହାର ଜନଗହଳି ସ୍ଥାନରୁ ଲୋକଙ୍କ ହତାରୁ ମୋବାଇଲ୍ ‌ଫୋନ୍ ଝାମ୍ପି ନେଇ ଚମ୍ପଟ ମାରୁଥିବା ୩ଜଣ ନାବାଳକଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ କାବୁ କରି ବାଳ ସୁଧାର ଗୃହକୁ ପଠାଇଛି। ସେମାନଙ୍କ ଅଭିଭାବକଙ୍କୁ ପୁଲିସ୍ ଥାନାକୁ ଡାକି ତାଗିଦ୍ କରିବା ସହ ଏପରି ନକରିବା ପାଇଁ ପରାର୍ମଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe