ସାମ୍ବାଦିକଙ୍କ ଘରୁ ଲୁଟ୍‌, ୩ ଗିରଫ

Advertisment
ଡିଟିଏଚ୍‌ କଲେକ୍ସନ୍‌ ନାଁରେ ସାଢ଼େ ୩ ଲକ୍ଷ ଠକେଇ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର: ଏୟାରଫିଲଡ୍‌ ଥାନା ଅନ୍ତର୍ଗତ ଲିଙ୍ଗରାଜ ବିହାରରେ ଫଟୋ ସାମ୍ବାଦିକ ଅସିତ ଶତପଥୀଙ୍କ ଘରୁ ଲୁଟ୍‌ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, କାରଗିଲ କେଳା ସାହି ବସ୍ତିର ବିଶ୍ୱଜିତ୍‌ ଶଙ୍କର (୨୩), ଟୁନା ଦାସ (୨୫) ଓ ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ୍‌ ବଜାରର କେଶବ ରଣା (୧୯)। ପୁଲିସ ସେମାନଙ୍କଠଶରୁ ଚୋରି ସାମଗ୍ରୀ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe