୮୦ ଲିଟର ମଦ ଜବତ, ୫ ଗିରଫ

Advertisment
ମହିଳା ଓଏଏସ୍‌ ଅଧିକାରୀଙ୍କ ବିରୋଧରେ ଗିରଫ ପରଓ୍ଵାନା

ବାଲିଅନ୍ତା : ଅବକାରୀ ବିଭାଗ ଖୋର୍ଧା ମୋବାଇଲ ଟିମ୍‌ ରବିବାର ବାଲିଅନ୍ତା ଥାନା ଅଧୀନ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ ୮୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏଥିସହିତ ଚୋରାମଦ କାରବାର ମାମଲାରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟବସାୟୀମାନେ ହେଲେ ବାଲିଅନ୍ତା ଥାନା ବେଣୁପୁର ଗ୍ରାମର ସଦାଶିବ ଜେନା ଏବଂ ଜୟଦେବ ବିହାର ମୁଣ୍ଡା ସାହିର ବୁଦ୍ଧିଆ ଦୋରା, ସାଲିଆ ସାହିର ମହିଳା ସମ୍ଭାରୀ ମୁର୍ମୁ ଗାୟତ୍ରୀ ମୁର୍ମୁ ଏବଂ ନୂଆପଲ୍ଲିର ସାଗର ମୁର୍ମୁ । ଜାମିନ ନାମଂଜୁର ବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe