ଯୁବକଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

Advertisment
ଗ୍ୟାରେଜ୍‌ ମାଲିକଙ୍କୁ ଆକ୍ରମଣ, ୩ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱର ଭୋଇସାହି ଅଞ୍ଚଳର ରମାକାନ୍ତ ଭୋଇ ନାମକ ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଅଭିଯୋଗରେ ପୁଲିସ ଭୋଇସାହି ଅଞ୍ଚଳର ଅନୀଲ ଭୋଇ(୨୫) ନାମକ ଜଣେ ଯୁବକକୁ ଗିରଫ କରିଛି। ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ରମାକାନ୍ତ ଓ ତାଙ୍କ ସାଙ୍ଗମାନେ ଭୋଇସାହି ଅଞ୍ଚଳରେ ଭୋଜି କରୁଥିଲେ। ଏହି ସମୟରେ ଅନୀଲ ଓ ତାର ସହଯୋଗୀମାନେ ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲେ। ରମାକାନ୍ତ ପ୍ରତିବାଦ କରିବାରୁ ଅନୀଲ ସେଠାରେ ଥିବା ଏକ ଲୁହାରଡ୍‌ରେ ରମାକାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe