ଭୁବନେଶ୍ୱର : ଖାଇବାକୁ ଦେଲେନି ବୋଲି ହୋଟେଲ ମାଲିକାଣୀଙ୍କୁ ମାଡ଼

Advertisment
ଭୁବନେଶ୍ୱର : ଖାଇବାକୁ ଦେଲେନି ବୋଲି ହୋଟେଲ ମାଲିକାଣୀଙ୍କୁ ମାଡ଼

www.aajkikhabar.com

ଭୁବନେଶ୍ୱର : ହୋଲି ଖେଳି ସାରି ହୋଟେଲରେ ପହଞ୍ଚିଲେ। ହେଲେ ଖାଇବାକୁ ନ ଦେବାରୁ ହୋଟେଲ ମାଲିକାଣୀଙ୍କୁ ପିଟିଲେ। ଏଭଳି ଅଭିଯୋଗରେ ସହିଦନଗର ଥାନା ପୁଲିସ ସାଇନ୍ସ ପାର୍କ ବସ୍ତିର ବିକାଶ ମଲ୍ଲିକକୁ ଗିରଫ କରିଛି। ସାଇନ୍ସପାର୍କ ବସ୍ତିକୁ ଯିବା ବାଟରେ ଗୋଲାପି ବଇରିଙ୍କ ହୋଟେଲ ଅଛି। ଗତ ୧୦ ତାରିଖ ଦିନ ଗୋଟାଏ ବେଳେ ମହିଳା ଜଣକ ହୋଟେଲ ବନ୍ଦ କରୁଥିଲେ। ଏତିକିବେଳେ ଅଭିଯୁକ୍ତ ପହଞ୍ଚି ଖାଇବାକୁ ମାଗିଥିଲା। ଖାଇବାକୁ ନଥିବାରୁ ଗୋଲାପି ମନା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିକାଶ ଗୋଲାପିଙ୍କୁ ମାଡ଼ ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe