ଆଖି ପିଛୁଳାକେ ବାଇକ୍‌ ଲୁଟ୍‌

ଆଖି ପିଛୁଳାକେ ବାଇକ୍‌ ଲୁଟ୍‌

Photo by : hamaraghaziabad.com

ପୁରୁଣା ଭୁବନେଶ୍ୱର : ଧଉଳି ଥାନା ଅଧୀନ ନୂଆଗାଁ ଛକଠାରେ ଜଣେ ଯୁବକଙ୍କ ବାଇକ୍‌ ଲୁଟ୍‌ ନେଇ ଅଭିଯୋଗ ହୋଇଛି। ଗଡ଼ ମହାବୀର ଅଞ୍ଚଳର କାଳନ୍ଦି ଚରଣ ମହାପାତ୍ର ଆଜି ସକାଳେ ନୂଆଗାଁ ଛକ ନିକଟରେ ତାଙ୍କ ହିରୋହୋଣ୍ଡା (ଓଡି୦୨ଏକ୍ସ୍‌୬୧୭୫) ବାଇକ୍ଟିକୁ ରଖି ମାଛ କିଣୁଥିଲେ। ତେବେ ସେ ମାଛ କିଣି ପଛକୁ ଚାହିଁ ଦେଖନ୍ତି ତ ତାଙ୍କ ବାଇକ୍‌ ଲୁଟ୍‌ ହୋଇଛି। ସେ ବିଭିନ୍ନ ସ୍ଥାନ ଖୋଜା ଖୋଜି କରିବା ପରେ ନମିଳିବାରୁ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe