ବଲାଙ୍ଗୀର: ସ୍କର୍ପିଓରୁ ଗଞ୍ଜାଇ ଜବତ

ବଲାଙ୍ଗୀର: ସ୍କର୍ପିଓରୁ ଗଞ୍ଜାଇ ଜବତ

ବଲାଙ୍ଗୀର: ରବିବାର ପ୍ରତ୍ୟୁଷରେ ତୁଷ୍ରା ଥାନା ଅନ୍ତର୍ଗତ ଧାନଘରା ପୋଲ ଉପରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ିରୁ ୪୫ କିଲୋ ଗଞ୍ଜାଇ ଜବତ କରାଯାଇଛି।

ସ୍କର୍ପିଓଟିକୁ ଅବକାରୀ ବିଭାଗ ଅଧିକାରୀମାନେ ପୋଲ ଉପରେ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୪୦ରୁ ୪୫ କିଲୋଗ୍ରାମ ଗଞ୍ଜାଇ ପାଇଥିଲେ। ଗାଡ଼ିଟି ବଲାଙ୍ଗୀରର ଏବଂ ତାହା ଫୁଲବାଣୀରୁ ଆସୁଥିଲା। ସେଥିରେ ଥିବା ତିନି ଜଣ ବ୍ୟକ୍ତି ଓ ଡ୍ରାଇଭରଙ୍କୁ ଅବକାରୀ ଅଧିକାରୀମାନେ ଅଟକ ରଖି ପଚରା ଉଚୁରା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe