ନକଲି ଡାକ୍ତର ରମେଶ ଠକେଇ ମାମଲା, ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ କମିସନରେଟ୍ ପୁଲିସ୍

Advertisment
ରଙ୍ଗିଲା ରମେଶର ଗୁମର ଖୋଲିଲେ ପଞ୍ଜାବୀ ଅଧ୍ୟାପିକା: ଦ୍ବିତୀୟ ସ୍ତ୍ରୀଙ୍କୁ ଡାକିଥିଲା ଭାଉଜ

ଭୁବନେଶ୍ବର: ନକଲି ଡାକ୍ତର ସାଜି ଲୋକଙ୍କୁ ଠକିଥିବା ରମେଶ ସ୍ୱାଇଁଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ରାଜ୍ୟ ବାହାରକୁ ଯିବ କମିସନରେଟ୍ ପୁଲିସ।  ରମେଶଙ୍କ ନାଁରେ ବିଭିନ୍ନ ଥାନାରେ ୧୪ରୁ ଅଧିକ ମାମଲା ରହିଛି। ବିବାହ କରି ଠକେଇ, ଚାକିରି କରେଇ ଦେବା ନା ରେ ଠକେଇ , କୋଭିଡ ମ୍ୟାନେଜମେଣ୍ଟରେ ବି ଅନେକ ଲୋକଙ୍କୁ ଠକିଛନ୍ତି ରମେଶ ।

ବର୍ତ୍ତମାନ ସୁଦ୍ଧା ଦେଢ଼ କୋଟି ଟଙ୍କାର ଠକେଇ ଅଭିଯୋଗ ରମେଶଙ୍କ ନାଁ ରେ । ବ୍ୟାଙ୍କ କର୍ମଚାରୀଙ୍କ ସହ ଚାଟାର୍ଡ ଆକାଉଣ୍ଟାଣ୍ଟ, ସାଇବର ଅଧିକାରୀମାନେ  ପିଙ୍କ ଟିମକୁ ତଦନ୍ତରେ ସହଯୋଗ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe