ଟ୍ରେନ୍‌ରେ ଆପତ୍ତିଜନକ କାର୍ଯ୍ୟ କରୁଥିବା କପୁଲଙ୍କ ଭିଡିଓ ଭାଇରାଲ

ଟ୍ରେନ୍‌ରେ ଆପତ୍ତିଜନକ କାର୍ଯ୍ୟ କରୁଥିବା କପୁଲଙ୍କ ଭିଡିଓ ଭାଇରାଲ

ଲଣ୍ଡନ: କେଟରହେମ୍‌ ଷ୍ଟେସନରେ ଏକ କପୁଲ ଟ୍ରେନ୍‌ରେ ଆପତ୍ତିଜନକ କାର୍ଯ୍ୟ କରୁଥିବା ସମୟର ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଉକ୍ତ କପୁଲଙ୍କୁ ଏହି ଅବସ୍ଥାରେ ଲୋକମାନେ ଦେଖୁଥିବା ଜାଣୁଥିଲେ ବି ସେମାନଙ୍କୁ କୌଣସି ଫରକ ପଡ଼ି ନଥିଲା। ଲୋକମାନେ ଷ୍ଟେସନ୍‌ରେ ଛିଡା ହୋଇ ଏହି କପୁଲଙ୍କ ଏଭଳି ଅବସ୍ଥାର ଭିଡିଓକୁ ମୋବାଇଲ୍‌ରେ କୈଦ୍‌ କରିବାରେ ଲାଗିଥିଲେ।

publive-image

ପ୍ରକାଶିତ ରିପୋର୍ଟ ମୁତାବକ, ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଟ୍ରେନ୍‌ରେ ଏକ କପୁଲ ଆପତ୍ତିଜନକ କାର୍ଯ୍ୟ କରୁଛନ୍ତି। ଷ୍ଟେସନ୍‌ରେ ଥିବା କେତେକ ଲୋକ ଏହାର ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଆଉ କେହି ଏହି ଦୃଶ୍ୟର ମଜାକ ଉଡାଉଛନ୍ତି। ଏଯାବତ୍‌ ଏହି ଭିଡିଓକୁ ହ୍ଵାଟସ ଅଫରେ ହଜାରୁ ଉର୍ଧ୍ୱ ଥର ସେୟାର କରାଯାଇଥିବା ଜଣାପଡ଼ିଛି।

ବ୍ରିଟିସ ଟ୍ରାନ୍ସପୋର୍ଟ ପୁଲିସ ପ୍ରବକ୍ତା ମେଟ୍ରୋ ୟୁକେଙ୍କ କହିବାନୁସାରେ, ଆମକୁ ଏ ସମ୍ପର୍କରେ ସୂଚନା ମିଳିଛି କି ଟ୍ରେନ୍‌ରେ ମହିଳା ଓ ପୁରୁଷଙ୍କ ଆପତ୍ତିଜନକ କାର୍ଯ୍ୟର ଭିଡିଓ ଅନ୍‌ଲାଇନ୍‌ ଘରି ବୁଲୁଛି। ଏହି ମାମଲାର ଯାଞ୍ଚ ଜାରି ରହିଛି। କିନ୍ତୁ ଏଯାବତ୍‌ ଏହି ଘଟଣାକୁ ନେଇ କାହାକୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe