ବେଆଇନ୍‌ ଗୋରୁଗାଡ଼ି ଜବତ

Advertisment

୩ ଗିରଫ, ୩୦ ବଳଦ ଉଦ୍ଧାର

୩ ଗିରଫ, ୩୦ ବଳଦ ଉଦ୍ଧାର

ବେଆଇନ୍‌ ଗୋରୁଗାଡ଼ି ଜବତ

ବାଲିଅନ୍ତା: ଆଜି ପାହାଳ ଫାଣ୍ଡି ଅନ୍ତର୍ଗତ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ବାଲିଅନ୍ତା ଥାନା ପୁଲିସ ଅତର୍କିତ ଚଢ଼ଉ କରି ଏକ ବେଆଇନ୍‌ ଗୋରୁ ବୋଝେଇ ଟ୍ରକ(୦୨ ୦୧ କ୍ୟୁ ୫୬୯୬) ଜବତ କରିଛି। ଘଟଣାସ୍ଥଳରୁ ବେଆଇନ୍‌ ଗୋରୁ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ୩୦ଟି ବଳଦ ଉଦ୍ଧାର କରି ସାକ୍ଷୀଗୋପାଳ ସ୍ଥିତ ସରକାରୀ କାଞ୍ଜିଆହୋଦାରେ ଭର୍ତି କରିଛି। ଗିରଫ ହୋଇଥିବା ଗୋରୁ ଚାଲାଣକାରୀମାନେ ହେଲେ ବେଗୁନିଆ ଥାନା ଅଞ୍ଚଳର କବିର ପ୍ରଧାନ, ସୁଶାନ୍ତ ସେଠୀ (୨୪) ଓ ଶେଖ୍‌ ଇଜ୍‌ମାଇଲ (୩୫)। ଆଜି ଅପରାହ୍‌୍‌ଣରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe