ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳର ଲଜ୍‌ ରୁମ୍‌ରୁ ମିଳିଲା ଯୁବକଙ୍କ ମୃତଦେହ

Advertisment
ସୁନ୍ଦରଗଡ଼: ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଲଜ୍‌ ରୁମ୍‌ରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ରାତିରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଯୁବକଙ୍କ ମୃତଦେହ ନିକଟରୁ ଡ୍ରଗ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ବୋଲି ପୁଲିସ କହିଛି। ରୁମ୍‌ରେ ଯୁବକ ଜଣକ ଜଣେ ପୁରୁଷଙ୍କ ସହିତ ରହୁଥିଲେ। ଯୁବକଙ୍କ ମୃତ୍ୟୁ ପରେ ପୁଲିସ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe