ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଗଞ୍ଜାମ | ଅପରାଧଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ବାଦଗଡ଼ ରାସ୍ତାକଡ଼ରୁ ବୁଧବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଛି। ନୂଆ ଖିରିଡା ନିକଟରେ ବୋମା ମାଡ଼ ହୋଇଥିବା ବେଳେ ବୋମା ମାଡ଼ ଠାରୁ ପାଖାପାଖି ୫ କିମି ଦୁରେଇରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

dead woman

ଶେରଗଡ଼: ଗଂଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ବାଦଗଡ଼ ରାସ୍ତାକଡ଼ରୁ ବୁଧବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଛି। ନୂଆ ଖିରିଡା ନିକଟରେ ବୋମା ମାଡ଼ ହୋଇଥିବା ବେଳେ ବୋମା ମାଡ଼ ଠାରୁ ପାଖାପାଖି ୫ କିମି ଦୁରେଇରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ଶବ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛି। 

ନୂଆ ଖିରିଡା ନିକଟରେ ବୋମା ମାଡ଼ ହୋଇଥିବା ବେଳେ ବୋମା ମାଡ଼ ଠାରୁ ପାଖାପାଖି ୫ କିମି ଦୁରେଇରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ଶବ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛି। 

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ସକାଳୁ ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର ସମେଇଗୁଡା ଗ୍ରାମରେ ସ୍ବାମୀ-ସ୍ତ୍ରୀଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ତିନି ଅଭିଯୁକ୍ତକୁ ଗିରଫ କରିଥିଲା। ଏଥି ସହିତ ହତ୍ୟାରେ ବ୍ୟବହୃତ ଖଣ୍ଡା, ବିଷ ବୋତଲ ଓ ଏକ ବାଇକ ଜବତ କରିଥିଲା। ତିନି ଅଭିଯୁକ୍ତ ହେଲେ ଭୋବନୀ ପାତ୍ର, ତାର ସ୍ତ୍ରୀ  ରଞ୍ଜିତା ପାତ୍ର ଓ ପୁଅ ପପୁନ ପାତ୍ର। ସେମାନଙ୍କ ଡ଼ାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି। ମୃତକଙ୍କ ପୁଅ ସନ୍ତୋଷ ପାତ୍ରଙ୍କ ଅଭିଯୋଗ ପରେ ଆସିକା ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୨୯୬/୧୧୫(୨),୭୪/୧୦୩(୧)/୩୫୧(୩)/୩(୫) ଆର୍ମସ ଆକ୍ଟ ୨୬(୧)(କ)ରେ ମାମଲା ରୁକୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe