ଧଉଳି : ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ରୁ ଗତ ୨୩ ତାରିଖ ବିଳମ୍ବିତ ରାତିରେ ଚୋରିଯାଇଥିବା ଲକ୍ଷାଧିକ ଟଙ୍କାର ‘ବିମ୍’ ଲାଇଟ୍କୁ ଆଜି ଅପରାହ୍ଣରେ ଧଉଳି ଥାନା ପୁଲିସ ଏକ ଟେଣ୍ଟ୍ ହାଉସ୍ର ଷ୍ଟୋର୍ରୁମ୍ରୁ ଜବତ କରିଛି। ଏଥିସହିତ ଏହି ଘଟଣାରେ ସଂପୃକ୍ତ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଲାଇଟ୍ରେ ଥିବା ସେମାନଙ୍କ ଫିଙ୍ଗର ପ୍ରିଣ୍ଟ୍କୁ ମଧ୍ୟ ଯାଞ୍ଚ କରିଛି। ଆସନ୍ତାକାଲି ଉଭୟ କୋର୍ଟ ଚାଲାଣ ହେବେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସୋ ପରିଚାଳନା ଦାୟିତ୍ୱରେ ଥିବା ଅପରେଟିଂ ଇଂଜିନିୟର ଏସଂକ୍ରାନ୍ତରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
‘ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଲାଇଟ୍ ଜବତ, ୨ ଗିରଫ
Advertisment
Follow Us