ଦୁଷ୍କର୍ମ କରିବା ପରେ ଡାକ୍ତର କହିଲେ ‘ତୁମେ ବହୁତ ସୁନ୍ଦର ହୋଇଥିବା କାରଣୁ ଏପରି ଘଟିଲା’

Advertisment
ଦୁଷ୍କର୍ମ କରିବା ପରେ ଡାକ୍ତର କହିଲେ ‘ତୁମେ ବହୁତ ସୁନ୍ଦର ହୋଇଥିବା କାରଣୁ ଏପରି ଘଟିଲା’
ସମାରା: ରୁଷର ଦକ୍ଷିଣ-ପଶ୍ଚିମ ଅଞ୍ଚଳସ୍ଥିତ ସମାରାରେ ଏକ ଅଭାବନୀୟ ଘଟଣା ଘଟିଛି। ବ୍ରେଷ୍ଟ ସର୍ଜରୀ କରିବା ଯୋଇଥିବା ଜଣେ ମହିଳା ଡାକ୍ତରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି।
୩୧ବର୍ଷର ପୀଡିତାଙ୍କ କହିବାନୁସାରେ, ଡାକ୍ତରଙ୍କ ପାଖକୁ ମୁଁ ବ୍ରେଷ୍ଟ ସର୍ଜରୀ ପାଇଁ ଯାଇଥିଲି। ସର୍ଜରୀ ପାଇଁ ମୁଁ ଏକ ରୁମ୍‌ରେ ଶୋଇଥିଲି। ଏହି ସମୟରେ ଡାକ୍ତର ରୁମ୍‌ ଭିତରକୁ ଆସି ମୋ ସହିତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ଡାକ୍ତର ମୋତେ ଏକ ଚକୋଲୋଟ ଡବା ଦେଇ ଧମକାଇ କହିଲେ ଏ ଭଳି ଅବସ୍ଥା ପାଇଁ କାଳେ ମୁଁ  ନିଜେ ଦାୟୀ। କାରଣ ତୁମେ ବହୁତ ସୁନ୍ଦର ଓ ଆକର୍ଷୀୟ ।
ପୀଡିତାଙ୍କ ଅଭିଯୋଗ କ୍ରମେ, ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରି ଛଅ ବର୍ଷ ପାଇଁ ଜେଲଦଣ୍ଡର ଶୁଣାଣି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe