ଅପରାଧ ୭୭୫ ବୋତଲ ମଦ ଜବତ, ୫ଗିରଫ Advertisment September 23, 2017, 08:07 PM IST 23 Sep 2017 20:07 IST Sambad Digital Follow Us ଭୁବନେଶ୍ୱର: କ୍ୱିକ ଆକ୍ସନ ଟିମ୍ ପୁରୁଣା ଷ୍ଟେସନ ବଜାର ନିକଟରୁ ଶନିବାର ୭୭୫ ବେତଲ ଦେଶୀ ମଦ ଜବତ କରିଛି। ବେଆଇନ ମଦ ସହିତ କ୍ୱାଏଟ୍ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ୫ଜଣଙ୍କୁ ଗିରଫ କରିଛି।