image source- aajtak
ବାରଙ୍ଗ : ନନ୍ଦନକାନନ ଥାନା ପୁଲିସ ଜଣେ ଗଞ୍ଜେଇ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ପଦାସାହି ଗ୍ରମାର ଅମୂଲ୍ୟ ବାରିକ ଓରଫ ଉମା(୪୦)। ପୁଲିସ ତା’ ନିକଟରୁ ଏକ କେଜି ଗଞ୍ଜେଇ ଜବତ କରିଛି। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ନନ୍ଦନକାନନ ଛକରେ ଗଞ୍ଜେଇ ବିକୁଥିବା ବେଳେ ପୋଟ୍ରୋଲିଂ କରୁଥିବା ପୁଲିସ ହାତରେ ଧରାପଡ଼ିଥିଲା।
Follow Us