ସିଆର୍‌ପି ନିକଟସ୍ଥ ମୁଣ୍ଡାସାହିରେ ସ୍ତ୍ରୀର ମୁଣ୍ଡ ଫଟାଇ ସ୍ବାମୀ ଗିରଫ

ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଭୁବନେଶ୍ବର : ସ୍ତ୍ରୀକୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ସ୍ବାମୀ ବାନାମ୍ବର ମଲ୍ଲିକକୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ବାନାମ୍ବର ସିଆର୍‌ପି ନିକଟସ୍ଥ ମୁଣ୍ଡାସାହିରେ ରୁହେ। ସ୍ତ୍ରୀ ମୀନା ମଲ୍ଲିକକୁ ଗତ ୨୭ ତାରିଖରେ ବାନାମ୍ବର ଆକ୍ରମଣ କରିଥିଲା। ଏ ନେଇ ମୀନା ନୟାପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିଥିଲା। ବାନାମ୍ବରକୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe