ଚିକାଗୋରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା

Advertisment
ଗୁଳି ଫୁଟାଇ ଲୁଟିଲେ ଦୁର୍ବୃତ୍ତ: ସୁନା ଗହଣା ବ୍ୟବସାୟୀଙ୍କୁ ଭୁଜାଲି ଚୋଟ

ନୂଆଦିଲ୍ଲୀ: ଜଣେ ୧୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବଙ୍କୁ ଚିକାଗୋରେ ଗୁଳିକରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ ଆସର୍ଦ ଭୋରା ବୋଲି ଜଣାପଡ଼ିଛି। ଚିକାଗୋର ଡଲଟନ୍‌ ସ୍ଥିତ ଏକ ପେଟ୍ରୋଲ ଷ୍ଟେସନ୍‌ରେ କିଛି ଡକାୟତ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ଥାନୀୟ ପୁଲିସ କହିଛି। ଭୋରାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସକାଳେ ଘଟଣାଟି ଘଟିଥିବାବେବେ ଉକ୍ତ ହତ୍ୟାକାଣ୍ଡରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରାଇଦେଲେ ୧୨,୦୦୦ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏହି ହତ୍ୟାକାଣ୍ଡ ପରେ ପ୍ରବାସୀ ଭାରତୀୟ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe