ଭୁବନେଶ୍ୱର: ତାରିଣୀ ବସ୍ତିରୁ ୫୪ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

Advertisment
ଭୁବନେଶ୍ୱର: ତାରିଣୀ ବସ୍ତିରୁ ୫୪ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ପୁଲିସ ଶନବାର ୫୪ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣେ ଯୁବକକୁ ଗିରଫ କରିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆ ସାହିର ତାରିଣୀ ବସ୍ତିର ରବୀନ୍ଦ୍ର ବଳ(୩୫) ନଜ ଅଟୋ ରିକ୍ସାରେ ମଦ ନେଇ ରାଧାକୃଷ୍ଣ ଲେନ୍‌ ଦେଇ ଯାଉଥିବା ବେଳେ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଯୋଜନା ମୁତାବକ ଅଟୋ ଉପରେ ଚଢ଼ାଉ କରି ରବୀନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe