ଲୁଟେରା ଗିରଫ, ୬ ମୋବାଇଲ ଜବତ

Advertisment
ବେଆଇନ୍‌ ଗୋରୁଗାଡ଼ି ଜବତ

ଭୁବନେଶ୍ୱର,: ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ଲୁଟ୍‌ କରିଥିବା ଅଭିଯୋରେ ଆଜି ନୂଆପଳ୍ଲୀ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ କାହ୍ନ ସାହୁ (୧୯)। ଘର ଖଣ୍ଡଗିରି ଥାନା ଅଧୀନ ଷ୍ଟୁଡିଓ ଛକରେ। ଗତ ୨୩ ତାରିଖ ବିଳମ୍ବିତ ରାତିରେ ସାଲିଆସାହି ଅଞ୍ଚଳର ସନ୍ତୋଷ ବେହେରା ଘରକୁ ଫେରୁଥିଲେ। ଏହି ସମୟରେ ଏକ ନିଛାଟିଆ ଜାଗାରେ କାହ୍ନ ଓ ତାର ଜଣେ ନାବାଳକ ସହଯୋଗୀ ବାଇକ୍‌ରେ ଆସି ମୋବାଇଲ ଫୋନ୍‌ ଓ କିଛି ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ ସନ୍ତୋଷ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe