ଲୁଟେରା ଗିରଫ, ୨ ଲାପ୍‌ଟପ୍‌, ୫ ମୋବାଇଲ୍‌ ଜବତ

Advertisment
ଚାକିରି ନାଁରେ ୩ଲକ୍ଷ ଟଙ୍କା ଠକେଇ, ଠକ ଗିରଫ

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲିସ ଆଜି ଜଣେ ଲୁଟେରାକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଜଗତସିଂହପୁର ନାଉଗାଁ ଅଞ୍ଚଳର ମୁନ୍ନା ଓରଫ ସଞ୍ଜିତ କୁମାର ରାୟ (୨୯)। ସେ ରସୁଲଗଡ଼ର ଶବର ସାହିରେ ରୁହେ। ପୁଲିସ ତାଠୁ ୨ଲାପ୍‌ଟପ୍‌ ଓ ୫ ମୋବାଇଲ୍‌ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ ଗତ ୭ତାରିଖରେ ବଡ଼ଗଡ଼ ଗ୍ରାମରେ ଏକ ମେସ୍‌ରେ ରହୁଥିବା ଦୁଇ ଜଣ ଯୁବକଙ୍କ ମୋବାଇଲ୍‌ ଲୁଟ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe