photo-aajtak
ଭୁବନେଶ୍ବର: ଲୁଟ୍ପାଟ୍ ଅଭିଯୋଗରେ ରେଳବାଇ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ବ୍ୟାଗ୍, ସାଢ଼େ ୪ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଛି। ସେ ହେଲା ଖଣ୍ଡଗିରି ଥାନା ଅଧୀନ ଗଣ୍ଡମୁଣ୍ଡା ଅଞ୍ଚଳର ଭାଗ୍ୟବନ୍ତ ମିଶ୍ର ଓରଫ ରାହୁଲ(୨୦)। ରବିବାର ସକାଳେ ସପନ ବେହେରା ନାମକ ଜଣେ ଯାତ୍ରୀଙ୍କଠାରୁ ରାହୁଲ ବ୍ୟାଗ୍ ନେଇ ପଳାଉଥିଲା। ରାହୁଲ୍କୁ ଦୁଇଜଣ ଆର୍ପିଏଫ୍ ପୁଲିସ କାବୁ କରିଥିଲେ।
Follow Us